ଭୁବନେଶ୍ୱର: ବୋତଲରେ ପେଟ୍ରୋଲ, ଡିଜେଲ ମନା ପ୍ରସଙ୍ଗରେ ବୈଠକ ଡାକିଲେ ମନ୍ତ୍ରୀ । ଏନେଇ ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ବୈଠକ । ବୈଠକରେ ସାମିଲ ହେବେ ପେଟ୍ରୋଲ ପମ୍ପ ସଂଘ ଓ ବିଭାଗୀୟ ଅଧିକାରୀ । କୃଷକ, ନୌକା ଚାଳକ ଜେନେରେଟର ପାଇଁ କିପରି ପାଇବେ ତେଲ ନୂଆ ଗାଇଡଲାଇନ ଆଣିବା ସକାଶେ ବସିବ ବୈଠକ ଏନେଇ ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।









