30.1 C
Bhubaneswar
Saturday, September 28, 2024
Homeଓଡିଶାଭୁବନେଶ୍ୱରରେ ଖୋଲା ଡ୍ରେନ ଟ୍ରାଜେଡି : ଜେଇଙ୍କୁ ନୋଟିସ

ଭୁବନେଶ୍ୱରରେ ଖୋଲା ଡ୍ରେନ ଟ୍ରାଜେଡି : ଜେଇଙ୍କୁ ନୋଟିସ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଖୋଲା ଡ୍ରେନରେ ଭାସିଯାଇ ଜଣେ ନାବାଳକର ମୃତୁ୍ୟ ଘଟଣାରେ ଜେଇଙ୍କୁ ନୋଟିସ ଜାରି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଜଣେ ଜେଇଙ୍କୁ ସୋ-କୋଜ ନୋଟିସ ଜାରି କରାଯାଇଛି । ଅନ୍ୟପକ୍ଷରେ ମୁକୁଳା ଡ୍ରେନରେ ପଡ଼ି ନାବାଳକର ମୃତୁ୍ୟ ଘଟଣାରେ ବିଏମସି ପକ୍ଷରୁ ମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ପ୍ରଦାନ କରାଯାଇଛି । ରାଜଧାନୀରେ କେତେ ଡ୍ରେନ ମୁକୁଳା ଅଛି ଓ କେତେ କାମ ବାକି ଅଛି ସେ ସମ୍ପର୍କିତ ରିପୋର୍ଟ ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରାଯାଇଛି । ଗତକାଲି ଘଟଣାସ୍ଥଳ ପରିଦର୍ଶନ କରି ନଗର ଉନ୍ନୟନ ମନ୍ତ୍ରୀ ବିଏମସିକୁ ରିପୋର୍ଟ ମାଗିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking