31.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶକନ୍ଦାଇଲାଣି ପିଆଜ ଦର

କନ୍ଦାଇଲାଣି ପିଆଜ ଦର

ନୂଆଦିଲ୍ଲୀ : ପିଆଜର  ଉଚ୍ଚଦରରେ କୌଣସି ପରିବର୍ତ୍ତନ ହେବାର ଦେଖା ଯାଉନାହିଁ । ଭାରତର କିଛି ମାସ ହେବ  ପରିବା ଦରରେ ଆକାଶ ଛୁଆଁ ବୃଦ୍ଧି ଘଟିଛି  । ନଭେମ୍ବରରେ କୋବି, ଟମାଟର ଏବଂ ଲାଉର ମୂଲ୍ୟ କିଛି ମାତ୍ରାରେ କମି ଥିବାବେଳେ କିନ୍ତୁ ପିଆଜର ଦର ସେହିଭଳି ଭାବେ ଚଢିକି କହିଛି ।  ରିପୋର୍ଟ ମୁତାବିକ ବର୍ତ୍ତମାନ ନଭେମ୍ବରରେ ପରିବା ଦରରେ ସାମାନ୍ୟ ପରିବର୍ତ୍ତନ ଆସିଥିବାବେଳେ କିନ୍ତୁ ପିଆଜ ଦର ଏବେବି ବଢିକି ରହିଛି । ଅଗଷ୍ଟ ଏବଂ ସେପ୍ଟେମ୍ବର ରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ପରିବା ଦରରେ ଏବେ ବି କିଛି ପରିବର୍ତ୍ତନ ଘଟିନାହିଁ । କାରଣ ସେହି ସମୟରେ ମଣ୍ଡିମାନଙ୍କରେ ପରିବା ଯୋଗାଣରେ ବାଧା ସୃଷ୍ଟି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking