19.1 C
Bhubaneswar
Monday, February 2, 2026
Homeଓଡିଶାଝାଡାବାନ୍ତିରେ ଜଣେ ଛାତ୍ରୀ ମୃତ, ୩୦ ଆକ୍ରାନ୍ତ

ଝାଡାବାନ୍ତିରେ ଜଣେ ଛାତ୍ରୀ ମୃତ, ୩୦ ଆକ୍ରାନ୍ତ

ମୁନିଗୁଡା: ବିଷମକଟକ ନଳିନୀ ବିଦ୍ୟାମନ୍ଦିର ହଷ୍ଟେଲରେ ଝାଡାବାନ୍ତି ଆତଙ୍କ । ଝାଡାବାନ୍ତି ଓ ଜ୍ୱରରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଷମକଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାତ୍ରି ଭୋଜନରେ ଚାରୁ ପାଣି ଓ ଶାଗୁ ଖାଇଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଅଘଟଣ ପଛର କାରଣ ଜାଣିବା ପାଇଁ ତଦନ୍ତ କରୁଛି ପୋଲିସ । ସେପଟେ ସ୍କୁଲରେ ତଦନ୍ତ ପାଇଁ ପହଞ୍ଚିଛି ଡାକ୍ତରୀ ଟିମ୍ । ଅସୁସ୍ଥ ଛାତ୍ରଛାତ୍ରୀଙ୍କ ମେଡିକାଲରେ ଚାଲିଛି ଚିକିତ୍ସା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking