27.1 C
Bhubaneswar
Friday, July 11, 2025
Homeଓଡିଶାବିସ୍ଫୋରଣରେ ଜଣେ ମୃତ, ୨ ଗୁରୁତର

ବିସ୍ଫୋରଣରେ ଜଣେ ମୃତ, ୨ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ବୋଲଗଡ ବ୍ଲକ ଇଚ୍ଛାପୁରରେ ଅଘଟଣ । ଘରେ ବୋମା ଫୁଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଶିଶୁ ଓ ମହିଳା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଘର ସଫା କରିବା ସମୟରେ ବିସ୍ଫୋରଣ ଘଟିଥିଲା । ଗୁରୁତର ଦୁଇ ଜଣଙ୍କ ବୋଲଗଡ ମେଡିକାଲରେ ଚାଲିଛି ଚିକିତ୍ସା । ଘଟଣାସ୍ଥଳରେ ଲୋକଙ୍କ ମଧଠରେ ଉତ୍ତେଜନା ସୃଷ୍ଟି ହୋଇଛି । ଖବର ପାଇ ବୋଲଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking