31.1 C
Bhubaneswar
Friday, March 14, 2025
Homeଓଡିଶାଷଣ୍ଢ ଆକ୍ରମଣରେ ଜଣେ ମୃତ: ୩ରୁ ଅଧିକ ଆହତ

ଷଣ୍ଢ ଆକ୍ରମଣରେ ଜଣେ ମୃତ: ୩ରୁ ଅଧିକ ଆହତ

ପୁରୀ: ପୁରୀ ପିପିଲି ଚନ୍ଦ୍ରାଦେଇପୁର ଗାଁରେ ପାଗଳ ଷଣ୍ଢର ଆତଙ୍କ । ପାଗଳ ଷଣ୍ଢ ଆକ୍ରମଣରେ ଜଣେ ମୃତ । ଗାଁ ରାସ୍ତାରେ, ବିଲ ବାଡ଼ିରେ ଯୁଆଡ଼େ ଯାହାକୁ ଦେଖିଲା ଗୋଡେଇ ଗୋଡେଇ ମାରୁଛି ଷଣ୍ଢ । ଏହାରି ଭିତରେ ଗାଁ ଭିତରେ ଜଣକୁ ମାରିସାରିଥିବା ବେଳେ ୩ ରୁ ଅଧିକ ଲୋକ ଆହତ । ଷଣ୍ଢକୁ କାବୁ କରିବାକୁ ନାକେଦମ ହେଲାଣି ପିପିଲି ଅଗ୍ନିଶମ ବିଭାଗ । ବଡ଼ ବଡ଼ ରସି ଧରି ଅଗ୍ନିଶମ ବିଭାଗ ଷଣ୍ଢକୁ କାବୁ କରିବାକୁ ପ୍ରୟାସ ଜାରି ରଖିଛି । ତେବେ ପାଗଳ ମାରାଣ ଷଣ୍ଢ ଭୟରେ ଘର ବାହାରକୁ ଲୋକେ ବାହାରୁନଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking