ଖୋର୍ଦ୍ଧା: ବାଇକରେ ବୋମା ନେଇଯିବା ବେଳେ ଦୁର୍ଗଟଣା ଘଟିଛି । ବାଇକ ସହ ଖସିପଡିବାରୁ ବୋମାଫୁଟି ଜଣଙ୍କ ମୃତ ହୋଇଛି । ଅନ୍ୟଜଣେ ଗୁରୁତର ହୋଇଛନ୍ତି । ସଦରଥାନା ଶଢେଇଗଡ ଗାଁ ରାସ୍ତାରେ ବୋମା ଫୁଟିଛି । ମୃତାହତଙ୍କ ଘର ଶଢେଇଗଡ ଗାଁରେ ସୂଚନା ହୋଇଥିବା ଜଣାପଡିଛି ।