17.1 C
Bhubaneswar
Tuesday, February 10, 2026
Homeଓଡିଶାବିଡିଓଙ୍କ ଗାଡି ଧକ୍କାରେ ଜଣେ ମୃତ

ବିଡିଓଙ୍କ ଗାଡି ଧକ୍କାରେ ଜଣେ ମୃତ

କୁଚିଣ୍ଡା: ସ୍କୁଟିକୁ ଧକ୍କା ଦେଲା ବିଡିଓଙ୍କ ଗାଡି । ବିଡିଓଙ୍କ ଗାଡି ଧକ୍କାରେ ସ୍କୁଟି ଆରୋହୀ ମୃତ । କୁସୁମୀରୁ କୁଚିଣ୍ଡା ଆସୁଥିବା ବେଳେ ଦୁର୍ଘଟଣା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପଳାଇଥିଲେ ବିଡିଓ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନି, ପୁଲିସର ତଦନ୍ତ ଜାରି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking