15.1 C
Bhubaneswar
Thursday, December 18, 2025
Homeଓଡିଶାଡ୍ରେନ କାନ୍ଥ ପଡି ଜଣେ ମୃତ , ୨ ଗୁରୁତର

ଡ୍ରେନ କାନ୍ଥ ପଡି ଜଣେ ମୃତ , ୨ ଗୁରୁତର

କଟକ: ଡ୍ରେନ କାମ ବେଳେ ଚାଲିଯାଇଛି ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା , ବିଡାନାସୀ ଅଞ୍ଚଳରେ । ଡ୍ରେନ କାନ୍ଥ ପଡି ଜଣେ ମୃତ , ୨ ଗୁରୁତର ଆହତ ହୋଇଥିଆବ ନେଇ ଖବର ସାମ୍ନାକୁ ଆସିଛି । ଡ୍ରେନ କାମ ଚାଲିଥିବା ବେଳେ , ଏଭଳି ଘଟଣା ଘଟିଛି । ତେବେ ଠିକାଦାର ଶ୍ରମିକ ମାନଙ୍କୁ କାମରେ ଲଗେଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ କାନ୍ଥ ଟି ଦୁର୍ବଳ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ବର୍ତ୍ତମାନ ର ଏହା ହେଉଛି ଏକ ବଡ ଖବର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking