22.1 C
Bhubaneswar
Monday, March 23, 2026
Homeଓଡିଶାଟ୍ରକ୍ ଓଲଟି ଜଣେ ମୃତ

ଟ୍ରକ୍ ଓଲଟି ଜଣେ ମୃତ

ଯାଜପୁର: ଟ୍ରକ୍ ଓଲଟି ଜଣେ ମୃତ। ବ୍ରିଜ଼ କାମ ପାଇଁ ଛଡ଼ ନେଇ ଯାଉଥିବା ବେଳେ ନଦୀବନ୍ଧରେ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେ ଟ୍ରକର ହେଲପର ବୋଲି କୁହାଯାଉଛି। ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଭଅରା ଗ୍ରାମ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ଟ୍ରକ ଚକା ତଳେ ଚାପି ହୋଇଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking