21.1 C
Bhubaneswar
Wednesday, December 17, 2025
Homeଓଡିଶାଅଟୋ ଓଲଟି ଜଣେ ମୃତ: ୧୦ ଆହତ

ଅଟୋ ଓଲଟି ଜଣେ ମୃତ: ୧୦ ଆହତ

ଗଞ୍ଜାମ: ଗଞ୍ଜାମ  ଧରାକୋଟ  ଢାଉଗାଁ ନିକଟରେ ଦୁର୍ଘଟଣା । ଯାତ୍ରୀଙ୍କୁ  ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି ।  ମୃତକ ହେଲେ  ଲକ୍ଷ୍‌ମୀପୁର ଗାଁର ମାଲୁଣି ଦାସ ।  ଅଟୋରେ ୧୨ ଜଣରୁ ଅଧିକ  ବସିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking