28.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶବରିଷ୍ଠ ଜେନେରାଲଙ୍କ ହତ୍ୟା ମାମଲାରେ ଜଣେ ଗିରଫ

ବରିଷ୍ଠ ଜେନେରାଲଙ୍କ ହତ୍ୟା ମାମଲାରେ ଜଣେ ଗିରଫ

ମସ୍କୋ: ରୁଷର ପରମାଣୁ ମୁଖ୍ୟଙ୍କ ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ମସ୍କୋରେ ଜଣେ ବରିଷ୍ଠ ଜେନେରାଲଙ୍କୁ ହତ୍ୟା ମାମଲାରେ ରୁଷର ଏକ ଗୁଇନ୍ଦା ଏଜେନ୍ସି ବୁଧବାର ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ତାଙ୍କୁ ପଚରାଉଚରା କରାଯାଉଛି। ଗୁଇନ୍ଦା ଏଜେନ୍ସିର ସୂଚନା ଅନୁଯାୟୀ, ସନ୍ଦିଗ୍ଧ ଜଣକ ଉଜ୍ବେକିସ୍ତାନର ନାଗରିକ, ଯାହାଙ୍କୁ ୟୁକ୍ରେନର ଗୁଇନ୍ଦା ସେବା ନିଯୁକ୍ତି ଦେଇଥିଲା। ସେହି ବ୍ୟକ୍ତି ରୁଷର ପରମାଣୁ ମୁଖ୍ୟଙ୍କୁ ହତ୍ୟା କରିବା ପାଇଁ ଏକ ସ୍କୁଟରରେ ବୋମା ଲଗାଇଥିବା ସନ୍ଦେହ କରାଯାଉଛି।ସନ୍ଦିଗ୍ଧ ଜଣକ ପଚରାଉଚରାରେ ମାନିଥିଲା ଯେ ତାଙ୍କୁ ୟୁକ୍ରେନର ସ୍ୱତନ୍ତ୍ର ସେବା ଦ୍ୱାରା ନିଯୁକ୍ତି ଦିଆଯାଇଥିଲା।ତାଙ୍କ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏକ ସ୍କୁଟରରେ ଏହି ବୋମା ରଖାଯାଇଥିଲା। ଏହି ଘଟଣା ପାଇଁ ପୂର୍ବରୁ ହିଁ ୟୁକ୍ରେନ ନିଜକୁ ଦାୟୀ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking