22.1 C
Bhubaneswar
Tuesday, December 16, 2025
Homeଓଡିଶାଓଏମ୍ଏସ୍ଏର କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ

ଓଏମ୍ଏସ୍ଏର କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ

ଭୁବନେଶ୍ୱର: ଦାବି ପୂରଣ ନ ହେଲେ ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓଏମ୍ଏସ୍ଏ)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ । ପ୍ରେସ୍‌ମିଟ୍ କରି ଓଏମ୍ଏସ୍ଏର ସାଧାରଣ ସମ୍ପାଦକ ଡା. ସଞ୍ଜୀବ ପ୍ରଧାନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ନଭେମ୍ବର ୨୦ରୁ କଳା ବ୍ୟାଜ୍ ପିନ୍ଧି କାମ କରୁଛନ୍ତି ଡାକ୍ତର । ଦାବି ପୂରଣ ନ ହେଲେ ଡିସେମ୍ବର ୨୬ରୁ ଘଣ୍ଟେ ପାଇଁ ଓପିଡି ବନ୍ଦ ରଖାଯିବ । ତଥାପି ଯଦି ଦାବି ପୁରଣ ନ ହୁଏ ଜାନୁଆରୀରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ । କେନ୍ଦ୍ରୀୟ ବେତନ ହାର, କ୍ୟାଡର ପୁନର୍ଗଠନ, ଦାନ୍ତ ଡାକ୍ତରଙ୍କୁ ସୁବିଧା ପ୍ରଦାନ ଦାବି । ବାର୍ଷିକ ପଦୋନ୍ନତି, ଡାକ୍ତରଙ୍କୁ ସରକାରୀ କ୍ୟାର୍ଟର୍ସ, ବୀମା ଆଦି ଓମସାର ୧୮ ଦଫା ଦାବି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking