18.1 C
Bhubaneswar
Saturday, December 20, 2025
Homeଓଡିଶାଓମଫେଡ କ୍ଷୀର ରେଟ ବଢିଲା

ଓମଫେଡ କ୍ଷୀର ରେଟ ବଢିଲା

ଭୁବନେଶ୍ୱର: ବଜାରକୁ ଆସିଲା ଓମଫେଡର ନୂଆଦର । ଓମଫେଡ କ୍ଷୀର ରେଟ ବଢିଲା ।  ପ୍ରିମିୟମ ଓ ଟୋନ୍‌ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ହୋଇଛି । ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି । ଏନେଇ ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking