18.1 C
Bhubaneswar
Wednesday, February 4, 2026
Homeଓଡିଶାସମଲେଇଙ୍କ ପାଇଁ ଏଣିକି ଓମଫେଡ ଘିଅ

ସମଲେଇଙ୍କ ପାଇଁ ଏଣିକି ଓମଫେଡ ଘିଅ

ସମ୍ବଲପୁର: ସମଲେଇଙ୍କ ପାଇଁ ଏଣିକି ଓମଫେଡ ଘିଅ । ଓମଫେଡ ଘିଅ ବ୍ୟବହାର ନେଇ  ମନ୍ଦିର  ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଗର୍ଭଗୃହରେ ଅଖଣ୍ଡ ଦୀପ ଓ ମହାଆଳତୀ ପାଇଁ ବ୍ୟବହାର ହେବ ଓମଫେଡ ଘିଅ । ମନ୍ଦିରର ପବିତ୍ରତା ଓ ସେବାୟତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking