ଭୁବନେଶ୍ୱର: ଓଲିଉଡ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ଏନବିଡବ୍ଲ୍ୟୁ ଆଧାରରେ ଗିରଫ କଲା ବଡଗଡ ଥାନା ପୋଲିସ । କୋର୍ଟ ନିୟମ ଖିଲାଫ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି କୋର୍ଟ । ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା । ପାର୍ଥ ସାରଥୀଙ୍କ ବିରୋଧରେ ହତ୍ୟା ଧମକ, ଭିଡିଓ ଭାଇରାଲ ଭଳି ଦଫା ରହିଛି । ଖାରବେଳ ନଗର ଥାନାରେ ଦୀର୍ଘଦିନ ଧରି ଅଭିଯୋଗ ରହିଥିଲା ।










