21.1 C
Bhubaneswar
Thursday, December 11, 2025
Homeଓଡିଶାଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ପୁରୁଣା ଟେଣ୍ଡର ବାତିଲ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ପୁରୁଣା ଟେଣ୍ଡର ବାତିଲ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ  ପୁରୁଣା ଟେଣ୍ଡର ବାତିଲ ।  ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ କର୍ପୋରେସନ ସହ ଚୁକ୍ତି ବାତିଲ ।  ଡିଜାଇନ ଓ ନିର୍ମାଣ ପାଇଁ ହୋଇଥିବା ଚୁକ୍ତି ବାତିଲ ହୋଇଛି ।  କାଯ୍ୟ ବିଳମ୍ବ  ହେଉଥିବାରୁ ଠିକା ସଂସ୍ଥାର କଣ୍ଟ୍ରାକ୍ଟ ବାତିଲ ।  ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ ସହ  କଣ୍ଟ୍ରାକ୍ଟ ବାତିଲ । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ନୂଆ ରୂପରେଖ ପ୍ରସ୍ତୁତ ପାଇଁ କମିଟି ହୋଇଛି । ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି, ନୂଆ ରୁପରେଖ ଓ ଡିପିଆର ହେବ । ନୂଆ ରୂପରେଖ ଓ ଡିପିଆର ପରେ ନୂଆ କଣ୍ଟ୍ରାକ୍ଟ ଅନୁସାରେ ହେବ ମେଟ୍ରୋ କାମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking