27.1 C
Bhubaneswar
Tuesday, March 31, 2026
Homeଓଡିଶାହାଇୱା ଧକ୍କାରେ ବୃଦ୍ଧ ମୃତ 

ହାଇୱା ଧକ୍କାରେ ବୃଦ୍ଧ ମୃତ 

ବଲାଙ୍ଗୀର: ହାଇୱା ଧକ୍କାରେ ବୃଦ୍ଧ ମୃତ। ବଲାଙ୍ଗୀର ଜାତୀୟ ରାଜପଥ ୫୭ ପୁଇଁତଳା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ହେଲେ ଅବସରପ୍ରାପ୍ତ କିରାଣୀ ସର୍ବେଶ୍ଵର ମୁଗ୍ରୀ। ସାଇକେଲରେ ଯାଉଥିବା ସମୟରେ ଚଢିଗଲା ହାଇୱା। ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଇଁତଳା ପୋଲିସ। କ୍ଷତିପୂରଣ ଦାବୀରେ ଏନଏଚ ୫୭ ଅବରୋଧ କଲେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା। ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉଭୟ ଅଟକି ରହିଛି ପାର୍ଶ୍ଵରେ ଶହଶହ ଯାନବାହାନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking