18.1 C
Bhubaneswar
Monday, December 22, 2025
Homeଓଡିଶାଘର ସହ ଜଳିଗଲେ ବୃଦ୍ଧ

ଘର ସହ ଜଳିଗଲେ ବୃଦ୍ଧ

ବାରିପଦା: ଘର ଭିତରେ ଜୀଅନ୍ତା ଜଳିଗଲେ ବୃଦ୍ଧ । ବାଙ୍ଗିରିପୋଷି ବଡଗାଁ ପଞ୍ଚାୟତ ଜୁହା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଅତ୍ୟଧିକ ଶୀତ ଯୋଗୁଁ ଘରେ ନିଆଁ ଜାଳି ଶୋଇଥିଲେ ବୃଦ୍ଧ । ଦୁର୍ଭାଗ୍ୟବଶତଃ ଚାଳ ଛପର ଘର ହୋଇଥବାରୁ ଘରେ ନିଆଁ ଲାଗି ଯାଇଥିଲା । ରାତିରେ ନିଆଁ ଲାଗି ଥିବାରୁ ଗାଁ ଲୋକେ ଅଗ୍ନିକାଣ୍ଡ ଘଟିବା ସମ୍ପର୍କରେ ଜାଣିବାରେ ବିଳମ୍ବ ହୋଇଯାଇଥିଲା । ଯାହା ଫଳରେ ବୃଦ୍ଧ ଜଣକ ଏହି ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ବୃଦ୍ଧଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking