31.1 C
Bhubaneswar
Friday, February 13, 2026
Homeଓଡିଶାପ୍ରକାଶ ପାଇଲା ଓଜେଏସ – ୨୦୨୩ ରେଜଲ୍ଟ

ପ୍ରକାଶ ପାଇଲା ଓଜେଏସ – ୨୦୨୩ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଲା ଓଜେଏସ – ୨୦୨୩ ରେଜଲ୍ଟ । ପରୀକ୍ଷାରେ ୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ । ସେଥିରୁ ୨୪ ଜଣ ଝିଅ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସୋମେଶ ରଣବିଜୁଳି ହୋଇଛନ୍ତି ଓଜେଏସ – ୨୦୨୩ ଟପ୍ପର । ଦ୍ୱିତୀୟରେ ଅରୁଣିମା ପତି , ତୃତୀୟରେ ପାୟଲ ଅତ୍ତା , ଚତୁର୍ଥରେ ପ୍ରିୟଙ୍କା ଅଗ୍ରୱାଲ , ୫ମରେ ସ୍ମିତା ମହାପାତ୍ର କୃତକାର୍ଯ୍ୟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking