30.1 C
Bhubaneswar
Saturday, October 5, 2024
Homeଓଡିଶାଜୁଲାଇ ୮ରୁ ଓଜେଇଇ କାଉନସେଲିଂ ଆରମ୍ଭ

ଜୁଲାଇ ୮ରୁ ଓଜେଇଇ କାଉନସେଲିଂ ଆରମ୍ଭ

ଭୁବନେଶ୍ୱର : ଜୁଲାଇ ୮ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୪ ୱେବ-ବେସଡ୍ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ବି.ଟେକ, ବି.ଆରର୍କ, ବି. ପ୍ଲାନ, ବି.କ୍ୟାଟ, ଇଣ୍ଟ ଏମ.ଏସସି, ଏମବିଏ, ଏମସିଏ, ଏମଏସସି. କମ୍ପ୍ୟୁଟର ସାଇନ୍ସ, ଏମ.ଟେକ, ଏମ.ଆରର୍କ ଓ ଏମ.ପ୍ଲାନ ପ୍ରୋଗ୍ରାମ ପାଇଁ ଏହି କାଉନସେଲିଂ କରାଯିବ । ଏନେଇ ଓଜେଇଇ, ଓଡ଼ିଶା ଅଧ୍ୟକ୍ଷଙ୍କ ତରଫରୁ ଏକ ନୋଟିସ ଜାରି କରି ସୂଚନା ଦିଆଯାଇଛି । ଜେଇଇ ମେନ-୨୦୨୪ରେ ଭାଲିଡ୍ ରାଙ୍କ ରଖିଥିବା ପ୍ରାର୍ଥୀମାନେ ଓଜେଇଇ ୱେବସାଇଟକୁ ପରିଦର୍ଶନ କରି ଏ ବାବଦରେ ଅଧିକ ତଥ୍ୟ ଜାଣିପାରିବେ । ଏହି କାଉନସେଲିଂ ପ୍ରକ୍ରିୟା ବାବଦରେ ସବିଶେଷ ସୂଚନା ୱେବସାଇଟରେ ଜାରି କରାଯାଇଛି । ପ୍ରାର୍ଥୀମାନେ ୱେବସାଇଟକୁ ପରିଦର୍ଶନ କରି ସବିଶେଷ ସୂଚନା ଜାଣି ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking