19.1 C
Bhubaneswar
Monday, December 8, 2025
Homeଓଡିଶାନିଜ ଗାଡିରେ ନଆସି ଅଟୋ ଭଡାକରି ଗଲେ ଓଏଏସ ଅଧିକାରୀ

ନିଜ ଗାଡିରେ ନଆସି ଅଟୋ ଭଡାକରି ଗଲେ ଓଏଏସ ଅଧିକାରୀ

ଭୁବନେଶ୍ୱର: ଓଏଏସ  ସରକାରୀ ବାବୁ ସାର୍ଥକ ସୌରଭ ନିଜ ଗାଡିରେ ନ ଆସି ମହିଳା ଥାନାରୁ  ଅଟୋ ଭଡା କରି  ଫେରିଲେ । ଗତକାଲି ଓଏଏସଙ୍କ ପତ୍ନୀ ଅର୍ଚ୍ଚନାଙ୍କ ବୟାନ ରେକର୍ଡ ହୋଇଥିଲା । ହସ୍ପିଟାଲରେ ନବଜାତ ପୁଅ ଓ ପତ୍ନୀଙ୍କୁ ଛାଡି ଚାଲି ଆସିଥିବା ଅଭିଯୋଗ କରିଥିଲେ ପତ୍ନୀ । ଅଭିଯୋଗ କ୍ରମେ  ଆଜି ଓଏଏସ ସାର୍ଥକଙ୍କୁ ମହିଳା ଥାନା ପୋଲିସ ଡକାଇ ପଚରାଉଚରା କରିଛି । ମାମଲାର ତଦନ୍ତ ମଧ୍ୟ ଜାରି ରଖିଛି । ଏହାରି ଭିତରେ ସାର୍ଥକ ସୌରଭ ମହିଳା ଥାନାରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପତ୍ନୀ ଅର୍ଚ୍ଚନାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ମୋ ଛଡା  ମାଆର କେହି ନାହାନ୍ତି, ମାଆ ଭଉଣୀଙ୍କୁ ସପୋର୍ଟ ଦରକାର । ପତ୍ନୀ କେବେ ସପୋର୍ଟ ଦେଉନଥିଲେ । ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ମୁଁ ଅପରାଧ କରିଦେଲି । ମୁଁ ଅତୁଲ ସୁବାଷ ନୁହେଁ ଶେଷ ପଯ୍ୟନ୍ତ ଲଢେଇ କରିବି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking