ନୂଆଦିଲ୍ଲୀ: ଦେଶବ୍ୟାପୀ ମହଜୁଦ ଅଛି ତେଲ ଓ ଗ୍ୟାସ । ପଯ୍ୟାପ୍ତ ପରିମାଣର ତେଲ ଓ ଗ୍ୟାସ ମହଜୁଦ ରହିଛି । ଆତଙ୍କିତ ନହେବାକୁ ଆଇଓସିଏଲଏର ପରାମର୍ଶ ଦେଇଛନ୍ତି । ଭୟଭତ ହୋଇ କିଣନ୍ତୁ ନାହିଁ କହିଛି ଆଇଓସିଏଲ । ଯୋଗାଣ ଲାଇନଗୁଡିକ ସୁଗମ ଭାବରେ କାଯ୍ୟ କରୁଛି । ସମସ୍ତ ଆଉଟଲେଟର ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ ରହିଛି ।










