27.1 C
Bhubaneswar
Wednesday, December 10, 2025
Homeଓଡିଶାଅଫିସରଙ୍କ ନିଦ ଭାଙ୍ଗୁଛି: ମନ୍ତ୍ରୀ

ଅଫିସରଙ୍କ ନିଦ ଭାଙ୍ଗୁଛି: ମନ୍ତ୍ରୀ

ଭୁବନେଶ୍ୱର: ବହୁତ ଅଫିସର  ଇନଆକ୍ଟିଭ  ରହୁଛନ୍ତି ।୨୪ ବର୍ଷର ନିଦ ଗୋଟିଏ ବର୍ଷରେ ଭାଙ୍ଗିବନି । ଅଫିସରମାନଙ୍କୁ ଆମେ ଉଠାଉଛୁ । ୨୪ ବର୍ଷ ହେଲା ଯାହା ଚାଲିଥିଲା, ଆଉ ଚାଲିବନି । ସକ୍ରିୟ ରହି ଲୋକଙ୍କ ହିତରେ କାମ କରନ୍ତୁ ଅଫିସର ।  ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking