17.1 C
Bhubaneswar
Tuesday, December 23, 2025
Homeଓଡିଶାଓଡିଶାର ସ୍ୱାଭିମାନ ଆଗ : ତାରା

ଓଡିଶାର ସ୍ୱାଭିମାନ ଆଗ : ତାରା

ଭୁବନେଶ୍ୱର : କିଟ ପ୍ରସଙ୍ଗରେ  ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । କିଟ ଗୋଟେ ଇସ୍ୟୁ , ଲୋକଙ୍କ ଅନ୍ତରାତ୍ମା କାନ୍ଦୁଛି । ଓଡିଶାର ସ୍ୱାଭିମାନ ଆଗ କହିଛନ୍ତି ତାରା । ବହୁ ଆଇଏଏସ , ଆଇପିଏସସଙ୍କ ସହଧର୍ମିଣୀ ସେଠି କାମ କରୁଛନ୍ତି । ଅଚ୍ୟୁତଙ୍କ ସହ ମୋର ବି ଭଲ ସମ୍ପର୍କ ରହିଛି । କାହିଁକି ସରକାର କାହାକୁ ଗିରଫ କରୁନାହାନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking