26.1 C
Bhubaneswar
Saturday, March 29, 2025
Homeଓଡିଶାଓଡିଶା ମୁହାଁ ବିଦେଶୀ ପକ୍ଷୀ

ଓଡିଶା ମୁହାଁ ବିଦେଶୀ ପକ୍ଷୀ

ଭୁବନେଶ୍ୱର :୨୦୨୪- ୨୫ ବର୍ଷରେ ଓଡିଶାକୁ ଆସିଛନ୍ତି  ବିଦେଶୀ ପକ୍ଷୀ । ଶୀତ ଋତୁରେ ଆସିଛନ୍ତି ୨୩ ଲକ୍ଷ ୫୫ ହଜାର ୮୫୦  ବିଦେଶୀ ପକ୍ଷୀ । ୫୨ଟି ଜଳାଶୟକୁ ଆସିଛନ୍ତି ବିଜେଶୀ ପକ୍ଷୀ । ଚିଲିକା ଡିଭିଜନକୁ ଆସିଛନ୍ତି ସର୍ୱାଧିକ ୧୧ ଲକ୍ଷ ୨୭ ହଜାର ୨୨୮ଟି ପକ୍ଷୀ । କେତେ ପକ୍ଷୀ ଫେରିଯାଇଛନ୍ତି ଆକଳନ ହୋଇନାହିଁ । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking