22.1 C
Bhubaneswar
Friday, December 5, 2025
Homeଓଡିଶାଓଡିଶା ହକ୍ ପାଇବ: ମୁଖ୍ୟମନ୍ତ୍ରୀ

ଓଡିଶା ହକ୍ ପାଇବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା। ଖୁବଶୀଘ୍ର ଓଡିଶା ତାର ହକ୍ ପାଇବ। ମୁଖାମନ୍ତ୍ରୀ କହିଛନ୍ତି ଯେ ନ୍ୟାୟିକ ଓ ଆପୋଷ ବୁଝାମଣାରେ ଚାଲିଛି ସମାଧାନର ବାଟ। ସୂଚନାଥାଉକି, ମହାନଦୀ ଜଳ  ବିବାଦ ମାମଲାରେ ଆସନ୍ତାକାଲି ବଡ ବୈଠକ ବସିବ । ଓଡିଶା- ଛତିଶଗଡର ଯୁଗ୍ମ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହେବ । ଗୃହରେ ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଉଭୟ ରାଜ୍ୟ ପକ୍ଷରୁ ଯୁଗ୍ମ ବୈଷୟିକ କମିଟି ବୈଠକ ୬ ଥର ହୋଇଛି । ପ୍ରଥମେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନୌପଚାରିକ ଆଲୋଚନା ହୋଇଥିଲା । ୨୦ରେ ମହାନଦୀ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking