26.1 C
Bhubaneswar
Friday, March 6, 2026
Homeଓଡିଶାଗୁଜୁରାଟ ଭଳି ଓଡିଶାର ବିକାଶ ହେବ: ଶାହ

ଗୁଜୁରାଟ ଭଳି ଓଡିଶାର ବିକାଶ ହେବ: ଶାହ

କଟକ: ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବୋଧନ କରି କହିଛନ୍ତି, ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡିଶାରେ ଶାସନ କରୁଛି । ବିଜେପି ସରକାର ସଠିକ ଦିଗରେ ଓଡିଶାକୁ ଆଗେଇ ନେଉଛି । ଗୁଜୁରାଟ ଭଳି ଓଡିଶାର ମଧୟ ବିକାଶ ହେବ । ଗୁଜୁରାଟ ଭଳି ଓଡିଶାର ପ୍ରତିଟି ଗାଁରେ ଡାଏରୀ ପହଁଞ୍ଚିବ । ୩୬ ଲକ୍ଷ ଗ୍ରାମୀଣ ମହିଳା ଅମୁଲକୁ ଆନ୍ଦୋଳନରେ ପରିଣତ କରିଛନ୍ତି । ଓଡିଶାରେ ବି ଗ୍ରାମୀଣ ଜନଜୀବନକୁ ସମୃଦ୍ଧ କରାଯିବ । ବିକଶିତ ରାଜ୍ୟ ମଧ୍ୟରେ ଓଡିଶା ବି ସ୍ଥାନ ପାଇବ । ଏହାର ବିକାଶ ପାଇଁ ଅତୀତରେ କେହି ଉଦ୍ୟମ କରିନଥିଲେ । ଦେଶ ପାଇଁ ଗୌରବର କଥା ଯେ ଇଫକୋ ସର୍ବବୃହତ ସମବାୟ ସଂସ୍ଥା । ଇଫକୋର ମାଲିକ ହେଉଛନ୍ତି ୫ କୋଟି କୃଷକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking