16.1 C
Bhubaneswar
Tuesday, December 9, 2025
Homeଓଡିଶାଓଡିଶା ହେବ ବେଆଇନ ନିଶାମୁକ୍ତ: ମନ୍ତ୍ରୀ

ଓଡିଶା ହେବ ବେଆଇନ ନିଶାମୁକ୍ତ: ମନ୍ତ୍ରୀ

ଭୁବନେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ନିଶା ବିରୋଧରେ ଅଭିଯାନ ଚାଲିଛି ।  ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅଭିଯାନ । ସବୁ ବିଭାଗର ମିଳିତ ଉଦ୍ୟମରେ ହେବ କ୍ୟାମ୍ପେନ ।  ସବୁ ଗାଁରେ କରାଯିବ ସଚେତନତା କାଯ୍ୟକ୍ରମ । ଓଡିଶାକୁ ସମ୍ପୁଣ୍ଣ ବେଆଇନ ନିଶାମୁକ୍ତ କରାଯିବ । ମେ ୩୧ରୁ ଜୁନ ୨୬ ଯାଏଁ ନିଶା ନିବାରଣ କାଯ୍ୟକ୍ରମ କରାଯିବ । ମେ ୩୧ରେ କାଯ୍ୟକ୍ରମ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking