ଭୁବନେଶ୍ୱର: ଆସନ୍ତା ୨୫ରୁ ଷଷ୍ଠ ଓଡିଶା ପଯ୍ୟଟକ କନକ୍ଲେଭ- ୨୦୨୫ । ଓଡିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ ଆଲୋଚନା ହବେ । ଭିତ୍ତିଭୂମି ବିକାଶ, ପର୍ଯ୍ୟଟନସ୍ଥଳରେ ହୋଟେଲ ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆଲୋଚନା ହେବ । ଦିନେ ଦୁଇ ଦିନ ନୁହଁ, ୨୧ ଦିନିଆ ଟୁର ବ୍ୟବସ୍ଥା ସ୍ଥାନ ପାଇବ ।










