ଭୁବନେଶ୍ୱର: ବିଦେଶକୁ ଆମ୍ବ ପଠାଇବ ଓଡିଶା । ଏନେଇ ଲୋକସେବା ଭବନରେ ଚୁକ୍ତି ସ୍ୱାକ୍ଷରିତ । ୧୫ ବର୍ଷ ପାଇଁ ହୋଇଛି ଏସ୍ଓୟୁ । ରାଜ୍ୟ ସରକାରଙ୍କ ସହ ଏକ ଏନ୍ଜିଓର ଚୁକ୍ତି ସ୍ୱାକ୍ଷର ।