ଭୁବନେଶ୍ୱର : ଆସନ୍ତା ଦୁଇ ତିନି ବର୍ଷରେ ଓଡିଶା ହେବ ଆଇଟି ହବ । ସେମିକଣ୍ଡକ୍ଟର , ଏଆଇ କ୍ଷେତ୍ର ପାଇଁ ଯୁବପିଢିଙ୍କୁ ପାରଙ୍ଗମ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଦୁଇ ତିନି ମାସରେ ପଦକ୍ଷେପ ନିଆଯିବ । ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।