ଭୁବନେଶ୍ୱର: ହାଇଦ୍ରାବାଦ ନିବେଶକ ସମ୍ମିଳନୀ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ହେବ ପୁଞ୍ଜିନିବେଶ ହବ୍, ଫାର୍ମା ଓ ଡିଫେନ୍ସ ସହ ହୋଇଛି ବୈଠକ । ରାଉଣ୍ଟ ଟେବୁଲରେ ୮ଟି ଫାର୍ମା ଓ ଡିଫେନ୍ସର ୨୭ଟି ବୈଠକ ହୋଇଛି । ୩୮ ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ସହ ୭୩ଟି ବୈଠକ ହୋଇଛି । ୧୩ଟି ଏମଓୟୁ ସ୍ୱାକ୍ଷର ସହ ୨୭ ହଜାର ୬୫୦ କୋଟି ନିବେଶ ହୋଇଛି । ଏଥିରେ ନିଯୁକ୍ତି ପାଇବେ ୧୫ ହଜାର ୯୦୫ ଜଣ । ୬୭ ହଜାର ୭୮୧ କୋଟି ନିବେଶ, ୫୬ ହଜାର ନିଯୁକ୍ତି ପ୍ରସ୍ତାବ ଆସିଛି । ଆଗାମୀ ଦିନରେ ବେଙ୍ଗାଲୁର ଓ କୋଲକାତାରେ ହେବ ନିବେଶକ ସମ୍ମିଳନୀ ।










