26.4 C
Bhubaneswar
Tuesday, May 13, 2025
Homeଓଡିଶାଓଡିଶା ରାସ୍ତା ଆମେରିକା ଭଳି ହେବ: ନୀତିନ ଗଡକରୀ

ଓଡିଶା ରାସ୍ତା ଆମେରିକା ଭଳି ହେବ: ନୀତିନ ଗଡକରୀ

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ପଡିଆରେ କେନ୍ଦ୍ରମନ୍ତ୍ରୀ ସ୍ୱତନ୍ତ୍ର କାଯ୍ୟକ୍ରମରେ ନିଜର ଅଭିଭାଷଣ ରଖିଛନ୍ତି । କହିଛନ୍ତି , ଜଗନ୍ନାଥ ଭୁମିରେ ପାଦ ରଖଲି । ଏହା ମୋ ପାଇଁ ବଡ ସୌଭାଗ୍ୟର କଥା ।  ୬୦ ବର୍ଷରେ ଯାହା ହୋଇନି , ୧୧ ବର୍ଷରେ ତାହା ହୋଇଛି । ଉନ୍ନତି ପାଇଁ ଭିତ୍ତିଭୂମି ବିକାସ ଜରୁରୀ ।  ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ବିକାଶ ଧାରା ଜୋର ଧରିଛି । ଓଡିଶାରେ ଅନେକ ସମ୍ଭାବନା ରହିଛି । ଓଡିଶା ରାସ୍ତା ଆମେରିକା ଭଳି ହେବ । ନିର୍ୱାଚନ ବେଳେ ଧର୍ମେନ୍ଦ୍ରଙ୍କୁ ପ୍ରତିଶ୍ରୁତି ଦେଇଥିଲି । ଯାହା ପ୍ରତିଶ୍ରୁତି ଦେଇଥିଲି ତାହା ପୁରଣ କରିଛି । ୫ ହଜାର କୋଟିର ବାଇପାସ ପ୍ରକଳ୍ପକୁ ଅନୁମତି ମିଳିଛି । ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ରାଜ୍ୟ ପ୍ରସ୍ତାବ ଦେଲେ ସବୁ ପ୍ରସ୍ତାବ  ମଞ୍ଜୁର  କରିବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking