ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ପରେ ନ୍ୟାୟ ଦାବି କରି ଓଡିଶା ବନ୍ଦ ପାଳନ ବେଳେ ହେଲ୍ପ ଲାଇନ ନଂ ଜାରି କଲା କମିଶନରେଟ୍ ପୋଲିସ । ଯୋଗାଯୋଗ ପାଇଁ ହେଲ୍ପ ଲାଇନ ନଂ- ୦୬୭୪ ୨୫୪୩୫୪୧ ଜାରି କଲା କମିଶନରେଟ୍ ପୋଲିସ । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ ।










