16.1 C
Bhubaneswar
Monday, February 9, 2026
Homeଓଡିଶାପେଟ୍ରୋ କେମିକାଲ ହବ ହେବାକୁ ଯାଉଛି ଓଡିଶା: ମୋଦୀ

ପେଟ୍ରୋ କେମିକାଲ ହବ ହେବାକୁ ଯାଉଛି ଓଡିଶା: ମୋଦୀ

ଭୁବନେଶ୍ୱର: ଓଡିଶାର ଯୁବପିଢି ସବୁ  ଲକ୍ଷ୍ୟ ହାସଲ କରିବେ ।  ଓଡିଶାରେ ସଡକ, ରେଳପଥର ବିକାଶ ପାଇଁ କୋଟି କୋଟି ଖର୍ଚ୍ଚ ହେଉଛି ।  ପେଟ୍ରୋ କେମିକାଲ ହବ ହେବାକୁ ଯାଉଛି ଓଡିଶା । ପେଟ୍ରୋଲିୟମ, ପେଟ୍ରୋ କେମିକାଲ ଟେକ୍ସଟାଇଲ ଓ ପ୍ଲାଷ୍ଟିକ ଦ୍ୟୋଗକୁ ଗତି ମିଳିବ । ପାରାଦୀପରୁ ଝାରସୁଗୁଡା ଯାଏଁ ଔଦ୍ୟୋଗିକ ବିକାଶ ହେଉଛି ।  ଓଡିଶା ସମେତ ପୂର୍ୱ ଭାରତର ବିକାଶ ଆରମ୍ଭ ହୋଇଛି ।  ଆଗାମୀ ୫ ବର୍ଷ  ନୁହେଁ  ଆଗାମୀ ଦଶନ୍ଧିରେ ଓଡିସାର ବିକାଶ ନେଇ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ।  ଆମେ ସମସ୍ତେ ମିଶି ଓଡିଶାକୁ  ନୂଆ ଶିଖରରେ ପହଞ୍ଚାଇବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking