25.1 C
Bhubaneswar
Thursday, March 26, 2026
Homeଓଡିଶାଶପଥ ନେଲେ ଓଡିଶାର ରାଜ୍ୟପାଳ ହରିବାବୁ କମ୍ଭମପତି

ଶପଥ ନେଲେ ଓଡିଶାର ରାଜ୍ୟପାଳ ହରିବାବୁ କମ୍ଭମପତି

ଭୁବନେଶ୍ୱର:  ଶପଥ ନେଲେ ଓଡିଶାର ରାଜ୍ୟପାଳ ହରିବାବୁ କମ୍ବମପତି ।  ହାଇକୋର୍ଟ ମୁଖ୍ୟ ବିଚାରପତି ଶପଥ ପାଠ କରାଇଲେ । ରାଜଭବନରେ ଏନେଇ ଶପଥ ଗ୍ରହଣ ସମାରୋହ  ଆୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି , ଟ୍ୱିନ ସିଟି ପୋଲିସ କମିଶନର , ବିଜେପି , ବିଜେଡି , କଂଗ୍ରେସର ବରିଷ୍ଠ ବିଧାୟକ ବିଭିନ୍ନ  ବିଶ୍ୱବିଦ୍ୟାଳୟର କୁଳପତି  ଏଥିରେ ସାମିଲ ହୋଇଛନ୍ତି । ଓଡିଶାର ୨୭ ତମ ରାଜ୍ୟପାଳ ହେଲେ ହରିବାବୁ । ରାଜ୍ୟପାଳଙ୍କ ନାଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାରେ ତାଙ୍କର ଜନ୍ମ । ହରିବାବୁଙ୍କ ଜୀବନ ପୁରା ଛାତ୍ର ରାଜନୀତିରୁ ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶରେ େ ୨୪ ବର୍ଷ ଧରି ଆସୋସିଏଟ ପ୍ରଫେସର ହୋଇ ରହିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking