31.1 C
Bhubaneswar
Saturday, March 21, 2026
Homeଓଡିଶାଆଇଏଏସ୍ ସ୍ତରରେ ଅବଦ ବଦଳ

ଆଇଏଏସ୍ ସ୍ତରରେ ଅବଦ ବଦଳ

ଭୁବନେଶ୍ୱର : ଆଜି (ଶନିବାର ) ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ମୋଟ ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ବିଜ୍ଞପ୍ତି ଅନୁସାରେ ….

୧) ଚିତ୍ରା ଅରୁମୁଗମ – ଶ୍ରମ ଓ ଇଏସ୍‌ଆଇ ବିଭାଗର ପ୍ରମୁଖ ସଚିବ
୨) ଯାମିନୀ ଷଡ଼ଙ୍ଗୀ – ସିଟି ଜିଏସ୍‌ଟି କମିଶନର
୩) ସୁଧାଂଶୁ ମୋହଲ ସାମଲ – ଓଏମ୍‌ସି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ଓଏମ୍‌ସି ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ବଳୱାନ୍ତ ସିଂ ହଟିଲେ।
୪) ଇନ୍ଦ୍ରମଣୀ ତ୍ରିପାଠୀ – ଶ୍ରମ କମିଶନର
୫) ତ୍ରିଲୋଚନ ମାଝୀ – ଗୃହ ବିଭାଗର ଅତିରିକ୍ତ ସଚିବ
୬) ସିଦ୍ଧାର୍ଥ ଦାସ – ସମବାୟ ସମିତିର ରେଜିଷ୍ଟ୍ରାର
୭) ସତ୍ୟବ୍ରତ ରାଉତ – ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ
୮) ମୋନିକା ପ୍ରିୟଦର୍ଶନୀ – ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶିକା
୯) ବିଜୟ କୁମାର ପୃଷ୍ଟି – ଜିଓ ଓ ପିଜି ବିଭାଗର ଅତିରିକ୍ତ ସଚିବ
୧୦) ଦିପଙ୍କର ମହାପାତ୍ର – କ୍ରୀଡ଼ା ନିର୍ଦ୍ଦେଶକ
୧୧) ସ୍ମିତା ରାଉତ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ। ସ୍ମିତା ରାଉତ ଏବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଅଛନ୍ତି
୧୨) ପୋମା ଟୁଡ଼ୁଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking