32.1 C
Bhubaneswar
Saturday, February 14, 2026
Homeଓଡିଶାଓଡିଶା ଶିକ୍ଷା କନକ୍ଲେଭ- ୨୦୨୫: ଯୁବପିଢିଙ୍କ ଭବିଷ୍ୟତକୁ ଉଜ୍ୱଳ କରିବ- ରାଜ୍ୟପାଳ

ଓଡିଶା ଶିକ୍ଷା କନକ୍ଲେଭ- ୨୦୨୫: ଯୁବପିଢିଙ୍କ ଭବିଷ୍ୟତକୁ ଉଜ୍ୱଳ କରିବ- ରାଜ୍ୟପାଳ

ଭୁବନେଶ୍ୱର: ଓଡିଶା ଶିକ୍ଷା  କନକ୍ଲେଭ- ୨୦୨୫ ଉତ୍କର୍ଷ କାଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପତି ଅଭିଭାଷଣ ରଖିଛନ୍ତି । କହିଛନ୍ତି, ଏଭଳି କାଯ୍ୟକ୍ରମ ପ୍ରଶଂସନୀୟ ।  କାଯ୍ୟକ୍ରମ ଯୁବପିଢିଙ୍କ ଭବିଷ୍ୟତକୁ ଉଜ୍ୱଳ କରିବ । ଭଲ ଶିକ୍ଷା  ସମାଜ ଉପରେ ପ୍ରଭାବ ପକାଇଥାଏ । ସମାଜ ପ୍ରତି ଥିବା ଦାୟିତ୍ୱ ମଧ୍ୟ ତୁଲାଇଛି ।ସମ୍ମିଳନୀର ପ୍ରଥମ ଅଧିବେଶନରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ଯୋଗ ଦେବେ। ଦ୍ବିତୀୟ ଅଧିବେଶନରେ ‘ସୋଆ’ର କ୍ବାଣ୍ଟମ୍‌ ସାଇନ୍‌ସ ଏଣ୍ଡ ଟେକ୍ନୋଲୋଜି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀ, ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟର ପ୍ରୋ ଭିସି ଅଜୟ କୁମାର ନାୟକ ଭାଗ ନେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking