ନୂଆଦିଲ୍ଲୀ: ସାମଗ୍ରିକ ପପ୍ରତିଷ୍ଠାନ ତାଲିକାର ୨୫ ତମ ସ୍ଥାନରେ ସୋଆ, ୨୭ରେ କିଟ , ୩୪ରେ ନିଟ ରାଉରକେଲା, ୮୦ରେ ଆଇଆଇଟି ଭୁବନେଶ୍ୱର , ଇଞ୍ଜିୟରିଂ ମାନ୍ୟତାରେ ନିଟ ରାଉରକେଲା ୧୩, ସୋଆ -୨୨, କିଟ- ୩୬ । ବିଶ୍ୱବିଦ୍ୟାଳୟ ମାନ୍ୟତାରେ ୧୫ରେ ସୋଆ ଓ ୧୭ରେ କିଟ । ମେଡିକାଲ କଲେଜ ମାନ୍ୟତାରେ ୧୪ରେ ଏମ୍ସ, ୧୫ରେ ସୋଆ, ୨୪ରେ କିଟ । ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ମାନ୍ୟତା- ୩୦ରେ ନିଟ ରାଉରକେଲା, ୪୩ରେ କିଟ । କଲେଜ କ୍ୟାଟେଗୋରୀରେ ଟପ- ୧୦୦ରେ ଓଡ଼ିଶାର କୌଣସି କଲେଜ ନାହିଁ ।










