24.1 C
Bhubaneswar
Friday, February 6, 2026
Homeଓଡିଶାଓଡ଼ିଶା ବସ୍ତ୍ର ପୂରା ଭାରତରେ ପହଞ୍ଚିବ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ବସ୍ତ୍ର ପୂରା ଭାରତରେ ପହଞ୍ଚିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ଓଡିଶା ଟେକ୍ସ- ୨୦୨୫ ।  ଲୋକସେବା ଭବନରେ ଓଡ଼ିଶା ଟେକ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଉଦବୋଧନ ରଖିଛନ୍ତିା କହିଛନ୍ତି,  ବୟନ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ଆମର ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ ।  ଓଡିଶାର ବସ୍ତ୍ର ପୂରା ଦେଶରେ ପହଞ୍ଚାଇବାକୁ ହେବ ।  ୩୩ ଏମଓୟୁ ସ୍ୱାକ୍ଷରିତ, ୭୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ୫୩ ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଗ୍ରାଉଣ୍ଡ ଜିରୋରୁ ଆମେ ଆଗକୁ ବଢୁଛୁ । ୫୬ ପ୍ରକଳ୍ପର କାମ ଆରମ୍ଭ ହେଲାଣି ।  ୬ ମାସରେ ଏତିକି କରିଛୁ , ଆଉ ୬ ମାସରେ ଡବଲ କରିବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking