31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବିହାରରେ ଓଲଟିଲା ଓଡ଼ିଶା ବସ୍‌ : ୩୫ ଆହତ

ବିହାରରେ ଓଲଟିଲା ଓଡ଼ିଶା ବସ୍‌ : ୩୫ ଆହତ

ନୂଆଦିଲ୍ଲୀ :ବିହାରର ମୁହାନିଆରେ ଓଲଟିଲା  ଓଡ଼ିଶା ବସ୍‌  । ଏହି ଦୁର୍ଘଟଣାରେ  ୩ ଗୁରୁତର ଏବଂ ୩୫ ଯାତ୍ରୀ ଆହତ ହୋଇଥିବା ସୂଚନା । ଉତ୍ତର ପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ଯାଉଥିବାବେଳେ ଘଟିଲା ଏହି ଦୁର୍ଘଟଣା ।  ସୂଚନାମୁତାବ, ଭୋଗରାଇରୁ ୭୦ ଯାତ୍ରୀ ମହାକୁମ୍ଭ ମେଳା ଯାଉଥିଲେ । ଉଭୟ ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking