20.1 C
Bhubaneswar
Sunday, December 7, 2025
Homeଓଡିଶାଓଡିଆ ଯୁବତୀକୁ  ଆମେରିକାରେ ନିର୍ଯାତନା; ଇଏଏମର ସାହାଯ୍ୟ ନେବୁ: ଜିଲ୍ଲାପାଳ

ଓଡିଆ ଯୁବତୀକୁ  ଆମେରିକାରେ ନିର୍ଯାତନା; ଇଏଏମର ସାହାଯ୍ୟ ନେବୁ: ଜିଲ୍ଲାପାଳ

ବାଲେଶ୍ୱର:  ଓଡିଆ ଯୁବତୀ ଆମେରିକାରେ ନିର୍ଯାତିତ ହେବା ଘଟଣା । ଏନେଇ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ  ମୟୂର ବିକାଶ ସୂଚନା ଦେଇଛନ୍ତି ।  ଫେସବୁକରେ ଯେଉଁ ବନ୍ଧୁଙ୍କୁ ଭିଡିଓ ପଠାଇଥିଲେ ତାଙ୍କୁ ଯୋଗାଯୋଗ କରୁଛୁ । ଯେହେତୁ ଆଡପସନ ମ୍ୟାଟର, ରାଜ୍ୟ/ କେନ୍ଦ୍ରୀୟ ସଂସ୍ଥାକୁ  ଯୋଗାଯୋଗ କରିବୁ ।  ଘଟଣା ଅନ୍ୟ କରେ, ବୈଦେଶିକ ଅଧିକାରୀଙ୍କ ସାହାଯ୍ୟ ନେବୁ । ଏଯାଏଁ ଝିଅ ସହ  ସିଧାସଳଖ  କୌଣସି ଯୋଯୋଗ ହୋଇପାରିନାହିଁ  ।ବିଦେଶରେ ଓଡ଼ିଆ ଝିଅଙ୍କୁ ଅତ୍ୟାଚାର ଅଭିଯୋଗ। ପାଳିତ ମା’ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଝିଅ । କାନ୍ଦି କାନ୍ଦି ଏକ ଭିଡିଓରେ ନିଜର ଦୁଃଖ ଯନ୍ତ୍ରଣାକୁ ବଖାଣିଛନ୍ତି ସେଜଲ ଜୋନ ।ଆମେରିକାରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ପୋଷ୍ୟ କନ୍ୟା ଭାବେ  ନେଇଥିବା ମହିଳା ତାଙ୍କୁ ସେଠାରେ  ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସେଜଲ ଜୋନ  । ପ୍ରାୟ ମାସକ ପୂର୍ବରୁ ସେଜଲ୍ ନିଜ ବନ୍ଧୁଙ୍କୁ ପଠାଇଥିବା ଭିଡିଓ ବାର୍ତ୍ତା ଏବେ ଆଲୋଡ଼ନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking