34.1 C
Bhubaneswar
Thursday, May 15, 2025
Homeଓଡିଶାଓସିଏସ ମେନ୍ – ୨୦୨୩ ପରୀକ୍ଷାରେ ତ୍ରୁଟି

ଓସିଏସ ମେନ୍ – ୨୦୨୩ ପରୀକ୍ଷାରେ ତ୍ରୁଟି

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ୨ଟି ବଡ ପରୀକ୍ଷାରେ ସମ୍ନାକୁ ଆସିଲା ତ୍ରୁଟି । ଓଏସଏସସି ସହ ଓପିଏସସି ପରିଚାଳିତ ପରୀକ୍ଷାରେ ବି ତ୍ରୁଟି । ନୋଟିସ୍ ଜରିଆରେ ତ୍ରୁଟି ସ୍ୱୀକାର କଲେ ଓପିଏସସି କର୍ତ୍ତୃପକ୍ଷ । ଆଜି ଓସିଏସ ମେନ୍‌- ୨୦୨୩ର ଆନନ୍ଥ୍ରୋପୋଲୋଜିର ୨ଟି ପେପର ଥିଲା । ପୂର୍ବାହ୍ନ ୯ ରୁ ୧୨ଟା ଆନନ୍ଥ୍ରୋପୋଲୋଜରି ପ୍ରଥମ ପେପର ପରୀକ୍ଷା ଥିଲା । ଅପରାହ୍ନ ୨ଟାରୁ ୫ଟା ଆନନ୍ଥ୍ରୋପୋଲୋଜିର ଦ୍ୱିତୀୟ ପେପର ପରୀକ୍ଷା ଥିଲା । ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ୱିତୀୟ ପେପରରୁ ଆସିଛି । ଦ୍ୱିତୀୟ ପରୀକ୍ଷାରେ ପ୍ରଥମ ପେପରର କିଛି ପ୍ରଶ୍ନ ଆସିଥିବା ସୂଚନା ମିଳିଛି । ପ୍ରଥମ ସିଟିଂ ପରୀକ୍ଷା ପରେ ଅସନ୍ତୋଷ ଝାଡିଲେ ପରୀକ୍ଷାର୍ଥୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking