ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ହେବ ପୋଷଣ କେନ୍ଦ୍ର । ଏନେଇ ଗୃହରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ୩ ମାସ ମଧ୍ୟରେ ଆରମ୍ଭ ହେବ କାଯ୍ୟ । ସବସିଡରେ ଗହମ, ଡାଲି , ଚିନି, ଚାଉଳ ଆଦି ମିଳିବ । ସୂଚନା ଥାଉ କି, ବିଧାନସଭା ସ୍ୱାଭାବିକ ଚାଲିଛି । ତିନିଦିନର ବିରତି ପରେ ଗୃହ ହୋଇପାରେ ସରଗରମ ।