କଟକ: ଘରୋଇ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୋବ୍ରାର ଏକ ଘରୋଇ ହଷ୍ଟେଲରୁ ଉଦ୍ଧାର କଲା ମାଲଗୋଦାମ ପୋଲିସ । ମୃତକ ନର୍ସ ବାଲେଶ୍ୱରର । ସେ ଘରୋଇ ହସ୍ପିଟାଲରେ ନର୍ସ ଭାବେ ଖାମ କରୁଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ପରିବାର ଲୋକେ ଏହି ଖବର ଶୁଣି ସୋମାନଙ୍କ ମନରେ ଶୋକର ଚାୟା ଖେଳିଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।