31.1 C
Bhubaneswar
Monday, July 8, 2024
Homeଅପରାଧନର୍ସଙ୍କୁ ଦୁଷ୍କର୍ମ : ଅଗ୍ନିଶମ କର୍ମଚାରୀ ଗିରଫ

ନର୍ସଙ୍କୁ ଦୁଷ୍କର୍ମ : ଅଗ୍ନିଶମ କର୍ମଚାରୀ ଗିରଫ

ଭୁବନେଶ୍ବର : ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜଣେ ଅଗ୍ନିଶମ ବାହିନୀ ଅଧିକାରୀ ଗିରଫ । ଦୁଷ୍କର୍ମ ଅଭିଯୁକ୍ତ ଜିତୁ ରଞ୍ଜନ ଦାସଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କଲା ପାହାଳ ପୋଲିସ । ଅନୁଗୁଳରେ କାର୍ଯ୍ୟ କରନ୍ତି ଅଭିଯୁକ୍ତ ଅଗ୍ନିଶମ କର୍ମଚାରୀ । ଅଭିଯୁକ୍ତଙ୍କ ନାଁରେ ରହିଛି ଦୁଇଟି ଦୁଷ୍କର୍ମ ମାମଲା । ଦୁଇଟି ଦୁଷ୍କର୍ମ ମାମଲା ଥିବା ନେଇ ତଦନ୍ତରୁ ସୂଚନା ମିଳିଛି । ବିବାହର ପ୍ରତିଶ୍ରୁତି ଦେଇ ବନ୍ଧୁତା ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ବିଭାଗୀୟ ତଦନ୍ତ ପାଇଁ ଅଗ୍ନିଶମ ଡିଜିଙ୍କୁ ଚିଠି ଲେଖାଯିବ କହିଲେ ଏସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking