31.1 C
Bhubaneswar
Thursday, February 19, 2026
Homeଓଡିଶାଓଡିଶାରେ ବଢିଛି ବିମାନ ସଂଖ୍ୟା ଓ ସଂଯୋଗ

ଓଡିଶାରେ ବଢିଛି ବିମାନ ସଂଖ୍ୟା ଓ ସଂଯୋଗ

ଭୁବନେଶ୍ୱର: ଓଡିଶାରେ ବଢିଛି ବିମାନ ସଂଖ୍ୟା ଓ ବିମାନ ସଂଯୋଗ । ଚାଲୁଛି ୧୨୦୦ରୁ ଅଧିକ ବିମାନ । ଅର୍ଥନୈତିକ ରିପୋର୍ଟରୁ ମିଳିଲା ନୂଆ ତଥ୍ୟ ।ରିପୋର୍ଟରୁ ଜଣାପଡିଛି ଯେ, ଦେଶର ୩୦ଟି ସହରକୁ ବିମାନ ଚଳାଚଳ ବୃଦ୍ଧି ପାଇଛି । ୨୦୨୧-୨୫ ମଧ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ୩୧% ବୃଦ୍ଧି ହୋଇଛି ।

ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking