30.1 C
Bhubaneswar
Wednesday, March 25, 2026
Homeଓଡିଶାନୂଆପଡାର ବିକାଶ ଧାରାକୁ ଆହୁରି ଆଗକୁ ନିଆଯିବ: ମୁଖ୍ୟମନ୍ତ୍ରୀ

ନୂଆପଡାର ବିକାଶ ଧାରାକୁ ଆହୁରି ଆଗକୁ ନିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜୟର ଉତ୍ସବ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।କହିଛନ୍ତି, ନୂଆପଡାର ବିକାଶ ଧାରାକୁ ଆହୁରି ଆଗକୁ ନିଆଯିବ। ଏଥିସହିତ ସ୍ୱର୍ଗତ  ରାଜେନ୍ଦ୍ର ଢଲକିଆଙ୍କ ସ୍ମୃତିଚାରଣ କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜୟ ଉତ୍ସବରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦଳ ପରିବର୍ତ୍ତନ କଣ ବେଇମାନ ବୋଲି ପ୍ରଶ୍ମ କଲେ ମୁଖ୍ୟମନ୍ତ୍ରୀ। ବେଇମାନ କହିଥିବାରୁ ଭଟରେ ଉଚିତ ଜବାବ ଦେଲେ ନୂଆପଡାବାସୀ। ନୂଆପଡାବାସୀଙ୍କୁ ଶେଷରେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking