30.1 C
Bhubaneswar
Thursday, February 5, 2026
Homeଓଡିଶାନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ

ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ

 ଭୁବନେଶ୍ୱର:  ନଭେମ୍ବର ୧୧ରେ  ନୂଆପଡା ଉପନିର୍ବାଚନ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ନଭେମ୍ବର ୧୪ ତାରିଖରେ ଭୋଟଗଣତି । ନୂଆପଡା ପାଇଁ ୧୩ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ୨୨ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ।୨୪ ତାରିଖ ପ୍ରାର୍ଥୀପ୍ରତ୍ୟାହାରର ଶେଷ ତାରିଖ । ସୂଚନାଥାଉକି,  ନୂଆପଡା ବିଧାୟର୍ରାଜେନ୍ଦ୍ର ଢୋଲକିଆଙ୍କ ପରୋଲୋକ ପରେ   ଆସନ ଖାଲି ରହିଛି । ଉପନିର୍ବାଚନ ନେଇ  କେଉଁ ଦଳ ବାଜିମାତ ମାରିବ ତାକୁ ଦେଖିବା  ପାଇଁ ସମସ୍ତଙ୍କ ଆଶା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking